ଉପରରାଙ୍ଗା ସୁଗା ରେ ଅଚଳ ଅବସ୍ଥାରେ ପଡ଼ି ରହିଛି ଷ୍ଟ୍ରିଟ ଲାଇଟ୍:ମରାମତି କରିବା ପାଇଁ ଦାବି
ବାଲିଗୁଡ଼ା ୩୦/୦୩/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ବାଲିଗୁଡ଼ା ବିଜ୍ଞାପିତଅଞ୍ଚଳ ପରିସରରେ ଥିବା ସାତ ନମ୍ୱର୍ ୱାର୍ଡର ବନବାସୀ ଉପର ରାଙ୍ଗାସୁଗା ସାହିର ରାସ୍ତା କଢ଼ରେ ଲାଗିଥିବା ଷ୍ଟ୍ରୀଟ୍ ଲାଇଟ୍ ଗୁଡ଼ିକ ପାଖାପାଖି ଗୋଟିଏ ମାସ ବିତିଗଲା ଅଚଳ ଅବସ୍ଥାରେ ପଡ଼ି ରହିଛି I ଗୋଟିଏ ଲାଇନ୍ ରେ ଥିବା ଲାଇଟ୍ ଗୁଡ଼ିକ ମଧ୍ୟରୁ ଗୋଟିଏ ବି ଲାଇଟ୍ ଜଳୁନଥିବାରୁ ଜନସାଧାରଣ ରାତିରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି I ଏପଟେ ଜଙ୍ଗଲ ପାଖରେ ଥିବାରୁ ସମସ୍ତେ ରାତି ହେଲେ ଘରୁ ବାହାରି ବାକୁ ଭୟ କରୁଛନ୍ତି I ଏଣୁ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଷ୍ଟ୍ରୀଟ୍ ଲାଇଟ୍ ଗୁଡ଼ିକ ତୁରନ୍ତ ମରାମତି କରିବା ପାଇଁ ଦାବି କରିଛନ୍ତି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0