।। ଜାଲ୍ ଦସ୍ତଖତରେ ଟଙ୍କା ହଡ଼ପ ଠିକା କର୍ମଚାରୀ ଗିରଫ ।।

ଜାଲ୍ ଦସ୍ତଖତରେ ଟଙ୍କା ହଡ଼ପ ଠିକା କର୍ମଚାରୀ ଗିରଫ... କୋରପୁଟ: ୪ IASଙ୍କ ଜାଲ୍ ଦସ୍ତଖତ କରି ଟଙ୍କା ଉଠାଇବା ମହଙ୍ଗା ପଡ଼ିଲା। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାରେ କାର୍ଯ୍ୟରତ ଠିକା କର୍ମଚାରୀ ଗିରଫ। ଅଭିଯୁକ୍ତଠାରୁ ନଗଦ ୧ଲକ୍ଷ ୮୯ହଜାର ଟଙ୍କା ଜବତ କଲା ଟାଉନ୍ ପୋଲିସ। ୭ଟି ବ୍ୟାଙ୍କ ପାସ୍ବୁକ୍ , ମୋବାଇଲ୍, ATM କାର୍ଡ , ଜାଲ୍ କାଗଜପତ୍ର , କାର୍ ଓ ବାଇକ୍ ଜବତ!
ବ୍ୟୁର ନିଉଜ କୋରାପୁଟ ୧ମ ଖବର
What's Your Reaction?






