।। ଗବିନ୍ଦ ବଲ୍ଲଭ ନାଏକ ଙ୍କ ମୃତ୍ୟୁ ର ନ୍ୟାୟ ପାଇଁ ଜୟପାଟଣା ମୁକ୍ଷରାସ୍ତ ବନ୍ଦ ।।

Oct 8, 2023 - 11:40
 0  275
।। ଗବିନ୍ଦ ବଲ୍ଲଭ ନାଏକ ଙ୍କ ମୃତ୍ୟୁ ର ନ୍ୟାୟ ପାଇଁ ଜୟପାଟଣା ମୁକ୍ଷରାସ୍ତ ବନ୍ଦ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଗାନ୍ଧିଗ୍ରାମପଡ଼ା ରେ ରାସ୍ତା ବନ୍ଦ କରାଯାଇଛି। ଗତ ୬ ତାରିଖ ଶନିବାର ଦିନ ଗବିନ୍ଦ ବଲ୍ଲଭ ନାଏକ ଙ୍କ ସହ ସମ୍ଭୁ ଅଗ୍ରୱାଲ ଭବାନିପାଟଣା ଯାଇ ସନ୍ଧ୍ୟାରେ ଫେରୁଥିବା ସମୟରେ ମହିଚଲା ଗ୍ରାମ ଠାରେ ଷଡ଼ଯନ୍ତ୍ର ଜନିନ ଦୁର୍ଘଟଣା ଘଟାଇ ମହିଚଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କ ଜରିଆରେ ଜୟପାଟଣା ର ଗବିନ୍ଦ ବଲ୍ଲଭ ନାଏକ ଙ୍କୁ ମାଡ଼ ମାରି ଜୁନାଗଡ଼ ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ରେ ପଠାଯାଇଥିଲା ଫଳରେ ଭବାନିପାଟଣା ମୂକ୍ଷ ଚିକିତ୍ସାଳୟ କୁ ରେଫର୍ କରାଯାଇଥିଲା ଏବଂ ମୂତ୍ୟୁ ଘୋଷଣା ପରେ ୭ ତାରିଖ ଶନିବାର ଦିନ ଦ୍ୱିପ୍ରହର ରେ ଜୟପାଟଣା କୁ ଆମ୍ବୁଲାନ୍ସ ଜଗେ ଅଣାଯାଇଥିଲା। ହତ୍ୟା ପଛରେ ଶମ୍ଭୁ ଅଗ୍ରୱାଲ ଙ୍କ ମୁକ୍ଷ ହାତ ଥିବା ଜଣାପଡ଼ିଛି। ଏହା ଏକ ଷଡ଼ଯନ୍ତ୍ର ହତ୍ୟା କରାଯାଇଛି ବଳି ମୃତକଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ମୃତକଙ୍କ ପରିବାର ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏମିତି ରାଜରାସ୍ତାରେ ଅନଶନ ଜାରି ରହିବ ବୋଲି କହିଛନ୍ତି । ଆଜି ରବିବାର ୮ ତାରିଖ ହେଲା ପରେ ମଧ୍ୟ ନ୍ୟୟ ବିଚାର ର କିଛି ଜଣାପଡୁନି ଆଗକୁ ଦେଖିବା ଆଉ କେତେ ଦିନ ପରେ ପ୍ରଶାସନ କିଭଳି ପଦକ୍ଷ୍ୟେପ ନେଉଛନ୍ତି ତାହା ସମୟ ଉପରେ ନିର୍ଭରଶୀଳ।

 କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରତିନିଧି ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ