ସିଟିଜେନ୍ସ ହ୍ୟୁମାନ ରାଇଟସ କାଉନସିଲ, ବାରିପଦା ଶାଖାର ୧ମ ବାର୍ଷିକ ବୈଠକ ( ନୂତନ କର୍ମକର୍ତ୍ତା ଚୟନ )
ବାରିପଦା - ତା:- ୨୯/୦୬/୨୦୨୬ ରିଖ ସ୍ଥାନୀୟ କଲ୍ୟାଣୀ ମହିଳା ସମିତି ସମ୍ମିଳନୀ କକ୍ଷରେ ସିଟିଜେନ୍ସ ହ୍ୟୁମେନ ରାଇଟସ କାଉନସିଲ, ବାରିପଦା ଶାଖାର ୧ମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ନୂତନ କାର୍ଯ୍ୟନିର୍ବାହୀ କର୍ମକର୍ତ୍ତା ଚୟନ କରାଯାଇଛି I ସଭାପତି - ସ୍ୱରୂପ କୁମାର ବଶା, କାର୍ଯ୍ୟକାରୀ ସଭାପତି - ମୋହନ ବୁର୍ଣ୍ଣୱାଲ, ସାଧାରଣ ସମ୍ପାଦକ - ବିଭୁ ପ୍ରସାଦ ଦାସ, କାର୍ଯ୍ୟନିର୍ବାହୀ ସଚିବ - କନିକା ବୋଷ, ଉପ ସଭାପତି - ମୂର୍ଚ୍ଛନା ଦାସ ପଟ୍ଟନାୟକ, ଦିଲ୍ଲୀପ କୁମାର ଦାଶଶର୍ମା ଓ ସଞ୍ଜୟ କୁମାର ନାୟକ, ସହ ସମ୍ପାଦକ - ପ୍ରଣତି ଦାସ, ମନୋଜ କୁମାର ସାହୁ ଓ ବିବେଜାନନ୍ଦ ପାତ୍ର, ସାଙ୍ଗଠନିକ ସମ୍ପାଦକ - ସୋମନାଥ ସିଂହ, କୋଷାଧ୍ୟକ୍ଷ - ଅଶ୍ବିନୀ କୁମାର ଦାସ, ସହ କୋଷାଧ୍ୟକ୍ଷ - ଶୋଭନା ସାହୁ ଏବଂ କାର୍ଯ୍ୟକାରୀ ଅଧିକାରୀ - ଅରୁଣ କୁମାର ଦାସ, ଜଗନ୍ନାଥ ମିଶ୍ର, ଦେବାଶିଷ ଦାସ, ଗୋକୁଳ ଚନ୍ଦ୍ର ଦାସ, ନମିତା ସେଠି, ସୋନାଲି ସୋରେନ, ସର୍ବତୋଷ ଦାସ, ଅଶ୍ୱନୀ କୁମାର ବ୍ରହ୍ମା ଓ ବିଶ୍ୱଜିତ ନାୟକ ପ୍ରମୁଖ ମନୋନୀତ ହୋଇଛନ୍ତି I ତତସହିତ ସଂଗଠନର ପେଟ୍ରୋନ ଭାବେ ମନୋଜ କୁମାର ଷେଣ୍ଢ, ନାରୀ ସମ୍ମେଳନ ମୁଖ୍ୟ ଭାବେ ସୁଧାମୟୀ ଦାସ, ପ୍ରତ୍ସାହନ ଅଧିକାରୀ ଭାବେ ବିରେନ କୁମାର ସାହୁ, ଦୈଵତ କୁମାର ପଟନାୟକ ଓ ରାଜ ଗୁପ୍ତା, ମେଗାଜିନ ଓ ସାଂସ୍କୃତିକ ସଚିବ ଭାବେ ଆଶିଷ କୁମାର ବଶା, ପ୍ରଫେସର ସ୍ୱରୂପ କୁନାର ପଟ୍ଟନାୟକ, ଆଇନ ସହାୟତା କମିଟିର ସଚିବ ଜ୍ୟୋତି ପ୍ରକାଶ ରଥ, ସଭ୍ୟ କ୍ଷେତ୍ରମୋହନ ପଣ୍ଡା ଓ ଅନିଲ ବେହେରା ମନାନୀତ ହୋଇଛନ୍ତି I ସମସ୍ତ ଚୟନ ହୋଇଥିବା କର୍ମକର୍ତ୍ତା ସଂଗଠନକୁ ଦୃଢ଼ୀଭୁତ କରିବା ପାଇଁ ଶପଥ ନେଇଥିଲେ ଓ ନିଜ ନିହାର ବକ୍ତବ୍ୟ ରଖିଥିଲେ I ଅନୁଷ୍ଠାନର ବରିଷ୍ଠ ପରାମର୍ଶଦାତା ଡ. ଶ୍ୟାମସୁନ୍ଦର ଦାସ ଓ ଡ. ବିଜୟ କୁମାର ଅଗ୍ରୱାଲ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ I ବିଭିନ୍ନ ପ୍ରକଳ୍ପ ଓ ଯୋଜନା ମାଧ୍ୟମରେ କିପରି ମାନବିକ ଅଧିକାର ଓ ତାର ସୁରକ୍ଷା ହୋଇପାରିବ ସେ ବିଷୟରେ ସଭାପତି ଶ୍ରୀ ବଶା ଆଲୋକପାତ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0